ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ ରାଜା ତୁ ରାଣୀ

Image result for odia movie mu raja tu rani

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ଅତୀସ କୁମାର ରାଉତ
ସଂଳାପ: ପ୍ରଦୀପ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଦୀପ୍ତ ନନ୍ଦ, ସୁଧାଂଶୁ ମୋହ‌ନ ସାହୁ
କାହାଣୀ: ଅମୀୟବାଳା ରାଉତ
କଳାକାର: ଅରିନ୍ଦମ, ସମ୍ଭାବନା, ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର, ଅକ୍ଷୟ ବସ୍ତିଆ, ମନୋଜ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିମାଇଁ ମହାନ୍ତି, ଅରୁଣ ମନ୍ତ୍ରୀ, ଅମୀୟବାଳା ରାଉତ
କଣ୍ଠ: ଇରା ମହାନ୍ତି, ଉଦିତ ନାରାୟଣ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୨୦୧୩

ଅଭିନୟ

  • ଅରିନ୍ଦମ ରାୟ
  • ସମ୍ଭାବନା ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ହରିହର ମହାପାତ୍ର
  • ଅକ୍ଷୟ ବସ୍ତିଆ
  • ମନୋଜ ମିଶ୍ର
  • ଅନୀତା ଦାସ
  • ଦେବ୍
  • ମୁନ୍ନା

ଗୀତ 

1. ମୁଁ ଏମିତି ଗୋଟେ
2. ରୋଡ୍ ସାଇଡ୍
3. ମୁଁ ରାଜା ତୁ ରାଣୀ
4. ଯାଦୁଗର ଯାଦୁଗର
5. ଦୁଇଟି ଚଢ଼େଇ
6. ଦିନ ସରେନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର