ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ ଏକା ତୁମର

Image result for odia movie mu eka tumara

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଧେଶ୍ୟାମ ସିଂଘାଣିଆ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ରାଗିଣୀ, ଦେବାଶିଷ ପାତ୍ର, ମହାଶ୍ୱେତା ରାୟ, ମିହିର ଦାସ
ସଙ୍ଗୀତ: ବିକାଶ ଦାସ, ବିଜୁ ସ୍ଵାଇଁ
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ୍, ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ
କଣ୍ଠ: ସୌରିନ ଭଟ୍ଟ, ଉଦିତ ନାରାୟଣ, ନିବେଦିତା, ସଞ୍ଜୁ, ଶ୍ରୀଚରଣ, ଜେମ୍‌ସ୍, ପଦ୍ମା, କରୁଣାକର, ଝୁଲୁ, ଶକ୍ତି, ମାଧବ, ପ୍ରଫୁଲ୍ଲ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୩

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ଦେବାଶିଷ ପାତ୍ର
  • ମହାଶ୍ୱେତା ରାୟ
  • ମିହିର ଦାସ
  • ପୃଥିରାଜ ନାୟକ
  • ଉଷସୀ ମିଶ୍ର
  • ହରିହର ମହାପାତ୍ର
  • ସାତ୍ୱକୀ ମିଶ୍ର
  • ପ୍ରିୟଙ୍କା ମହାପାତ୍ର
  • ଲଭ୍‌ଲି
  • ରାଗିଣୀ
  • ବିଜୟ ମହାନ୍ତି
  • ବିନୋଦିନୀ ଦେବୀ
  • ସରୋଜ ଦାସ
  • ସିରାଜ
  • ପ୍ରକାଶ
  • ଅନ୍ୟାସି
  • ଅନିମେଶ
  • ସୋନାଲୀ
  • ସୁସ୍ମିତା
  • ଶର୍ମିଷ୍ଠା
  • ପିଙ୍କି
  • ତରୁଣ
  • ଦୀପୁନ୍
  • ବିଭୁ
  • ବାବୁ
  • କୁସୁମ ତ୍ରିପାଠୀ
  • ପ୍ରଫୁଲ୍ଲ ବେହେରା
  • ବାସୁଦେବୀ ସେଠୀ

ଗୀତ

1. ମୁଁ ଏକା ତୁମର
2. ଦିନେ ଏଇ ରଙ୍ଗ
3. ସୁନା ଝିଅ ମୋ ସାଥେ
4. ମୋ ଲୁହର ରଙ୍ଗ ଆଜି
5. ମା' ଲୋ ମଲି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର