ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ ଦିୱାନା ତୋ' ପାଇଁ

Image result for odia movie mu diwana ta pain

ନିର୍ଦ୍ଦେଶକ: ମନୋରଞ୍ଜନ ପାଲ୍
ପ୍ରଯୋଜକ: ଦେବେନ୍ଦ୍ରନାଥ ସାହୁ
ସଂଳାପ: ମନୋରଞ୍ଜନ ସାହାଣୀ
ଚିତ୍ରନାଟ୍ୟ: ମନୋରଞ୍ଜନ ପାଲ୍
କାହାଣୀ: ଦେବେନ୍ଦ୍ରନାଥ ସାହୁ
କଳାକାର: ଆଦିତ୍ୟ, ମୀନକେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ
ସଙ୍ଗୀତ: ଅଗ୍ନୀରାଜ୍
ଗୀତ: ଅରୁଣ ମନ୍ତ୍ରୀ, ବିଭୁପ୍ରସାଦ ମିଶ୍ର, ଗୌତମ ରାଉତ, ମନୋରଞ୍ଜନ ସାହାଣୀ
କଣ୍ଠ: କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ପଙ୍କଜ ଜାଲ୍, ଉଦିତ ନାରାୟଣ, ସଂଗ୍ରାମ
ଚିତ୍ରଗ୍ରହଣ: ସଞ୍ଜୟ ପ୍ରଧାନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଅଗଷ୍ଟ ୨୦୧୩

ଅଭିନୟ

  • ଆଦିତ୍ୟ ସିଂହ (ବୁଲୁ)
  • ମୀନକେତନ
  • ମନିଷା ମିଶ୍ର
  • ଜ୍ୟୋତି ପାଣି
  • ଜ୍ୟୋତି ତ୍ରିପାଠୀ

ଗୀତ 

1. ମୁଁ ଦିୱାନା ତୋ ପାଇଁ
2. ଚଗଲା ଚଗଲା
3. ମୁଁ ଦିୱାନା
4. ସବୁ ଜନମରେ
5. ହାଏରେ ଦୁନିଆ
6. ରଙ୍ଗବତୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର