ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କଥା ନୁହେଁ ଏ କଥା

Related image



ନିର୍ଦ୍ଦେଶକ:ନରୋତ୍ତମ ପରିଡ଼ା
ପ୍ରଯୋଜକ: ଏଲିନ୍ ସୋମୀନ୍
ଚିତ୍ରନାଟ୍ୟ: ନରୋତ୍ତମ ପରିଡ଼ା
କାହାଣୀ: ସନ୍ତୋଷ ନାୟକ
କଳାକାର: ସନ୍ତୋଷ, ସୋନାଲୀ ରାୟ, ବିଜୟ ପଟ୍ଟନାୟକ, ବ୍ରଜ ନାୟକ
ସଙ୍ଗୀତ: ପିଣ୍ଟୁ ମିଶ୍ର
ମୁକ୍ତିଲାଭ ତାରିଖ:
୧୮ ଅଗଷ୍ଟ ୨୦୧୭

ଅଭିନୟ

  • ସନ୍ତୋଷ
  • ସୋନାଲୀ ରାୟ
  • ବିଜୟ ପଟ୍ଟନାୟକ
  • ବ୍ରଜ ନାୟକ

 

ଗୀତ

1. ଯେବେ ତୁମ ଆଖି
2. କଥା ନୁହେଁ ଏ କଥା
3. କଥା ତ ଏତିକି
4. ମୋ ପାଦର ପାଉଁଜୀ କ‌ହେ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର