ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

କଥାଦେଲି ମଥା ଛୁଇଁ

Image result for odia film katha deli matha chuin

ନିର୍ଦ୍ଦେଶକ:ଶୈଳେନ୍ଦ୍ର ପରିଡ଼ା
ପ୍ରଯୋଜକ: ଶ୍ରୀଧର ମାର୍ଥା
ସଂଳାପ: ବାପୁ ଗୋସ୍ୱାମୀ
କାହାଣୀ: ସବିତା ମାର୍ଥା
କଳାକାର: ଅଭିଶେକ ରଥ, ରିୟା ଦେ, ଅମନ, ପପୁ ପମ ପମ, ମିହିର ଦାସ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ସଲିଲ ମିତ୍ର, ଚାନ୍ଦିନୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ଶରଣାରବିନ୍ଦ ଏବଂ ସୁବ୍ରତ ସ୍ୱାଇଁ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ:
୨୪ ଫେବୃଆରୀ ୨୦୧୭
 

ଅଭିନୟ

  • ଅଭିଶେକ ରଥ
  • ରିୟା ଦେ
  • ଅମନ
  • ପପୁ ପମ ପମ
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ବିଜୟ ମହାନ୍ତି
  • ସଲିଲ ମିତ୍ର
  • ଚାନ୍ଦିନ
 

ଗୀତ

1. ଚାଖଣା ଯଦି ନବୁ ସାଙ୍ଗ
2. ତୋରି ହୃଦୟେ
3. ପବନ ଯୁଆଡ଼େ ଯାଉ
4. ଏମିତି ଏଇ ସମୟ
5. କଥାଦେଲି ମଥାଛୁଇଁ
6. ତମେ ବାହା ହେଇଛ ନା ବାଡ଼ୁଅ ଅଛ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର