ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହାତ ଧରି ଚାଲୁଥା

Image result for odia movie hata dhari chalutha

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ଅନୁପ୍ରାସ ମହାନ୍ତି, ଅନୁଭବ ମହାନ୍ତି
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ଅନୁଭବ ମହାନ୍ତି
କଳାକାର: ଅନୁଭବ, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଦେବୁ ବୋଷ, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: ଇରା ମହାନ୍ତି, ଉଦିତ ନରାୟଣ
ଚିତ୍ରଗ୍ରହଣ: ଆର୍. ଭଗତ ସିଂ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୩

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଦେବୁ ବୋଷ
  • କୁନା ତ୍ରିପାଠୀ
  • ରୁନୁ ପରିଜା
  • ମୀନ‌କେତନ
  • ହରିହର ମହାପାତ୍ର
  • ସଲିଲ ମିତ୍ର
  • ନମ୍ରତା ଦାସ
  • ପିଣ୍ଟୁ ନନ୍ଦ
  • ପିଙ୍କି
  • ଜୟା
  • ଗୁଡ୍ଡୁ

ଗୀତ 

1. ମୋ ହାତ ଧରି ଚାଲୁଥା
2. ସାଥୀରେ ସାଥୀ
3. ବାଟୋଇ ମୁଁ ଏକା ଏକା
4. ମୋ ଲୁହର ରଙ୍ଗ ଆଜି
5. ପ୍ରେମର ବାଜି
6. ଆଜି କାହିଁ ସବୁ ଋତୁ
7. ଏ ଜୀବନ ଚଲା ବାଟେ
8. ତୋ ହୃଦୟ ଏତେ ବଡ
9. ମନ ଯଦି ଦେଇଥିଲୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର