ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହରି ଓମ ହରି

Image result for odia movie hari om hari

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୁମିତ୍ ରାଉତ, ସିପ୍ରା ଦାସ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ଶିବପ୍ରସାଦ ଦାସ, ସୁଜାତା ରାଉତ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ, ରିୟା ଦେ, ସମରେଶ ରାଉତରାୟ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ, ନିଜାମ୍
କଣ୍ଠ: ଜାବେଦ୍ ଅଲ୍ଲୀ, ପାମେଲା ଜୈନ, ଅଭିଜିତ ମଜୁମଦାର, ଅଞ୍ଜଳି ମିଶ୍ର, ଉଦିତ ନାରାୟଣ, ସୌରଭ ନାୟକ, ଅସୀମା ପଣ୍ଡା, ରିଙ୍କି
ମୁକ୍ତିଲାଭ ତାରିଖ:
୧୨ ଜୁଲାଇ ୨୦୧୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଆକାଶ ଦାସନାୟକ
  • ମେଘା ଘୋଷ
  • ରିୟା ଦେ
  • ସମରେଶ ରାଉତରାୟ
  • ପିଣ୍ଟୁ ନନ୍ଦ
  • ମୀନକେତନ
  • ପ୍ରିୟଙ୍କା ମହାପାତ୍ର
  • ଜୀବନ ପଣ୍ଡା
  • ଚୁଙ୍ଗା
  • ସରୋଜ ଦାସ
  • ସଲିଲ ମିତ୍ର

ଗୀତ 

1. ଆଲୋ ଛନ୍‌ଛନିଆ ଚୋରଣୀ
2. ଛପି ଛପି
3. ଦିନରେ ଅରୁଆ
4. ହେଲେ ହେଲେ
5. ହରି ଓମ୍ ହରି
6. ସୁନ୍ଦୁରି ସୁନ୍ଦୁରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର