ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଧର୍ମ

Image result for odia movie dharma

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ପ୍ରଭାତ କୁମାର ପ୍ରଧାନ, ବାବୁଲି ହାଇବ୍ରୁ
ସଂଳାପ: ନିଜାମ୍
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ପ୍ରଭାତ କୁମାର ପ୍ରଧାନ
କଳାକାର: ଆକାଶ ଦାସନାୟକ, ରିୟା ଦେ, ପିଣ୍ଟୁ ନନ୍ଦ, ରାଇମୋହ‌ନ ପରିଡ଼ା, ଜୀବନ ପଣ୍ଡା, ବାବୁ ପ୍ରଧାନ
ସଙ୍ଗୀତ: ଦୀପକ କୁମାର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ରଜନୀକାନ୍ତ ନାୟକ, ନିଜାମ୍, ଫେଲୁ ପଟ୍ଟନାୟକ
କଣ୍ଠ: ସୌରିନ୍ ଭଟ୍ଟ, ଦଳିଆ ଚକ୍ରବର୍ତ୍ତୀ, ପାମେଲା ଜୈନ, ସୁନୀଲ କୁମାର, ଶିବା
ଚିତ୍ରଗ୍ରହଣ: କଲ୍ୟାଣ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୬ ସେପ୍ଟେମ୍ବର ୨୦୧୩

ଅଭିନୟ

  • ଆକାଶ ଦାସନାୟକ
  • ରିୟା ଦେ
  • ପିଣ୍ଟୁ ନନ୍ଦ
  • ରାଇମୋହ‌ନ ପରିଡ଼ା
  • ଜୀବନ ପଣ୍ଡା
  • ବାବୁ ପ୍ରଧାନ
  • ସରୋଜକାନ୍ତ ବଳିଆରସିଂ
  • ଚୁଙ୍ଗା
  • ସରୋଜ ଦାସ
  • ଏନ୍. ଦେବରାଜ୍
  • ସୁନୀତା ଗରବଡ଼ୁ
  • ବାବୁଲି ହାଇବ୍ରୁ
  • ହରପ୍ରିୟା
  • ହାତି
  • ଜୟନ୍ତି
  • ଲଭ୍‌ଲି
  • ମନିଷା ମିଶ୍ର
  • ପ୍ରିୟା ମିଶ୍ର
  • ମିଟୁ ମିଥୁନ
  • ରାଜଦୀପ
  • ସୁମନ
  • ତିଳୋତ୍ତମା
  • ବିଭୁତି ତ୍ରିପାଠୀ

ଗୀତ 

1. ଆମେ ତ ଭାଇ
2. ବଗିଚାରେ ଯେତେ ଫୁଲ
3. ଚୋରି ଚୋରି
4. ଧର୍ମ
5. ଦିଲ୍ ତ‌ତେ ଦେଇଦେଲି
6. କେହିଜଣେ ସାଥି ହୁଏ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର