ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଡାଡି: ଦ ଲଭିଙ୍ଗ ଗଡ୍

Related image


ନିର୍ଦ୍ଦେଶକ:ଆପୁ କାନୁନ୍‌ଗୋ
ପ୍ରଯୋଜକ: ଚିତ୍ତରଞ୍ଜନ ମିଶ୍ର, ଜୋତ୍ସା ମିଶ୍ର
ସଂଳାପ: ଶକ୍ତି ବରାଳ
କଳାକାର: ମିହିର ଦାସ, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ଲିପି ପରିଡ଼ା, ଅରିନ୍ଦମ ରାୟ
ସଙ୍ଗୀତ: ବିକାଶ ଦାସ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଅପ୍ରେଲ ୨୦୧୪

ଅଭିନୟ

  • ମିହିର ଦାସ
  • ହରିହର ମହାପାତ୍ର
  • ଅପରାଜିତା ମହାନ୍ତି
  • ଲିପି ପରିଡ଼ା
  • ଅରିନ୍ଦମ ରାୟ

ଗୀତ

1. ଇଏ କି ବାସ୍ନା ଗଲା ଛୁଇଁ
2. ଗୋଲି ମାରୋ ଗୋଲି ମାରୋ
3. କୋହଲା ପବନ ଚ‌ହଲେ ମୋ ମନ
4. ସମୟର ଏଇ ମୋଦରେ
5. ବା ବା ବ୍ଲାକ୍ ସୀପ୍
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର