ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବିନ୍ଦାସ ରୋମିଓ

Image result for odia movie bindas romeo

ନିର୍ଦ୍ଦେଶକ:ଦୀପକ ସ୍ୱାଇଁ
ପ୍ରଯୋଜକ: ଜିନ୍ ବେଉରା
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ଦୀପକ ସ୍ୱାଇଁ
କାହାଣୀ: ଜିନ୍ ବେଉରା
କଳାକାର: ପୁପୁନ, ପ୍ରକୃତି ମିଶ୍ର, ମୀନ‌କେତନ, ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ
ସଙ୍ଗୀତ: ବିଭୁ କିଶୋର
ଗୀତ: ବାପୁ ଗୋସ୍ୱାମୀ
କଣ୍ଠ: ଇରା ମହାନ୍ତି, ବିଭୁ କିଶୋର
ଚିତ୍ରଗ୍ରହଣ: ଅଜିତ
ମୁକ୍ତିଲାଭ ତାରିଖ:
୨୫ ସେପ୍ଟେମର ୨୦୧୫

ଅଭିନୟ

          • ପୁପୁନ
          • ପ୍ରକୃତି ମିଶ୍ର
          • ମୀନ‌କେତନ
          • ଶ୍ରୀତମ ଦାସ
          • ମିହିର ଦାସ
          • ମେଘା
          • ଚୌଧୁରୀ ବିକାଶ ଦାସ
          • ପୃଥିରାଜ
          • ପିଣ୍ଟୁ ନନ୍ଦ
          • ହର ରଥ
          • ଜର୍ଜ ତିଆଡ଼ି
          • ବିଜୁ ବଡ଼ଜେନା
          • ରାଜା
          • ମୁନ୍‌ମୁନ୍ ଖୁଣ୍ଟିଆ
          • ପ୍ରଦ୍ୟୁମ୍ନ ଲେଙ୍କା
          • ସଲିଲ ମିତ୍ର
          • ଜ୍ୟୋତି ମିଶ୍ର
          • ପୁଷ୍ପା ପଣ୍ଡା
          • ମନିଷା ମିଶ୍ର 

          ଗୀତ

          1. ହାଲା ହଉଥିଲା ଛାତି
          2. ପବନ ଏମିତି ବ‌ହିବ
          3. ସୁନୟନା
          4. ରଙ୍ଗିଲା ବାଳୁଙ୍ଗା
          Share:

          ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର