ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ବ୍ୟାଚେଲର

Image result for odia movie bachelor

ନିର୍ଦ୍ଦେଶକ: ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ମିତାଲି ମଧୁମିତା
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ମୃତ୍ୟୁଞ୍ଜୟ ସାହୁ
କାହାଣୀ: ଅନଙ୍ଗ ମଞ୍ଜରୀ ପଟ୍ଟନାୟକ
କଳାକାର: ଅଖିଳ ପଟ୍ଟନାୟକ, ଉତ୍କଣ୍ଠା ପାଢ଼ୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିର୍ମଳ ନାୟକ, ବାପି
କଣ୍ଠ: ବିଭୁ କିଶୋର
ଚିତ୍ରଗ୍ରହଣ: ମୃତ୍ୟୁଞ୍ଜୟ ସାହୁ
ମୁକ୍ତିଲାଭ ତାରିଖ:
୨୦ ସେପ୍ଟେମର ୨୦୧୩

ଅଭିନୟ

  • ଅଖିଳ ପଟ୍ଟନାୟକ
  • ଉତ୍କଣ୍ଠା ପାଢ଼ୀ
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ତନ୍ଦ୍ରା ରାୟ
  • ମୀନକେତନ
  • ହରିହର ମହାପାତ୍ର
  • ଜୀବନ ପଣ୍ଡା
  • ବିଭୂତି ତ୍ରିପାଠୀ
  • ମିଲି
  • ଦେବୀ
  • ଏକଲବ୍ୟ
  • ଟୁଲୁ

ଗୀତ

1. ବ୍ୟାଚେଲର
2. ଚଲାବାଟେ
3 .ଛାତି ଚ‌ହଳ କଲା
4. ଚିକି ମିକି ଆଖିରେ ତୋ
5. ଚକୋଲେଟ ଚେହେରା
6. ସରଗର ପରି
7. ତୋ ଦୁଃଖରେ ଦୁଃଖି
8. ତୁ ମୋରି ପାଇଁ ରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର