ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆଶିକ୍

Image result for odia movie ashik

ନିର୍ଦ୍ଦେଶକ:ସୁଧାକର ବସନ୍ତ
ପ୍ରଯୋଜକ: ପ୍ରମୋଦ କୁମାର ସ୍ୱାଇଁ, ସୁଧାକର ବସନ୍ତ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ସୁଧାକର ବସନ୍ତ
କଳାକାର: ସମ୍ବିତ ଆଚାର୍ଯ୍ୟ, କୋଏଲ ବାନାର୍ଜୀ, ପପୁ ପମ ପମ, ସୁଧାକର ବସନ୍ତ, ସୋଫିଆ ଆଲମ୍
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ ନିର୍ମଳ ନାୟକ, ନିଜାମ୍
କଣ୍ଠ: ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା, ତାରିକ୍ ଅଜିଜ୍, ଆଶା ପଣ୍ଡା
ଚିତ୍ରଗ୍ରହଣ: ଆର୍. ଭଗତ ସିଂ
ମୁକ୍ତିଲାଭ ତାରିଖ:
୧୭ ସେପ୍ଟେମ୍ବର ୨୦୧୫

ଅଭିନୟ

      • ସମ୍ବିତ ଆଚାର୍ଯ୍ୟ
      • ପପୁ ପମ ପମ
      • ସୁଧାକର ବସନ୍ତ
      • ସୋଫିଆ ଆଲମ୍
      • କୋଏଲ ବାନାର୍ଜୀ
      • ସରୋଜ ଦାସ
      • ସୁନୀତା
      • ହରିହର ମହାପାତ୍ର
      • ପିଣ୍ଟୁ ନନ୍ଦ
      • ପପି ସନ୍ତୁକ
      • ପ୍ରମୋଦ କୁମାର ସ୍ୱାଇଁ

      ଗୀତ

      1. ଆଖି ମିଶିଗଲା
      2. ବେଚେନ୍ ଦିଲ୍ ୟେ
      3. ମାହିରେ ମାହିରେ
      4. ନୀଳ ଆକାଶରେ
      5. ତ‌ତେ ମୁଁ କାହିଁ
      6. ଟେଲ୍ ମି ଓ ଜାନମ୍ ଟେଲ୍ ମି
      7. ତୋ ପାଇଁ ଗାଇବି ମୁଁ
      Share:

      ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର