ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆଖିରେ ଆଖିରେ

Image result for odia movie akhire akhire

ନିର୍ଦ୍ଦେଶକ:ସୁଶାନ୍ତ ମଣି
ପ୍ରଯୋଜକ: ବିଜୟ କାଣ୍ଡୋଇ
ସଂଳାପ: ଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସିଦ୍ଧାର୍ଥ ଅଗ୍ରୱାଲ
କଳାକାର: ବାବୁଶାନ୍, ଝିଲିକ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ସମରେଶ ରାଉତରାୟ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ନିବେଦିତା, ପଙ୍କଜ ଜାଲ, ବାବୁଲ ସୁପ୍ରିଓ, ସଞ୍ଜୁ, ସୌରିନ ଭଟ୍ଟ
ଚିତ୍ରଗ୍ରହଣ: ସିତାଶୁଂ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୪

ଅଭିନୟ

  • ବାବୁଶାନ୍
  • ଝିଲିକ ଭଟ୍ଟାଚାର୍ଯ୍ୟ
  • ସିଦ୍ଧାନ୍ତ ମହାପାତ୍ର
  • ସମରେଶ ରାଉତରାୟ
  • ହରିହର ମହାପାତ୍ର
  • ବିଜୟ ମହାନ୍ତି
  • ଅପରାଜିତା ମହାନ୍ତି
  • ସ୍ମିତା ମହାନ୍ତି
  • ସସ୍ମିତା ପ୍ରଧାନ
  • ଦେବୀ ବାରିକ
  • ପ୍ରଫୁଲ୍ଲ ବେହେରା
  • ଦୀପିକା 
  • ତୁଷାର ପାଣିଗ୍ରାହଣୀ
  • ହର ରଥ
  • ସ୍ୱରାଜ
  • ଶ୍ୱେତଲୀନା
  • ଉତ୍କଳ 

 

 ଗୀତ

1. ଆଖିରେ ଆଖିରେ
2. ଦେ ଦେ ମାଲ୍‌ଟା ଦେ
3. ରୁଣୁ ଝୁଣୁ ଚୁଡ଼ି କ‌ହେ
4. ସତରେ ହଉ କି ସ୍ୱପ୍ନରେ ହଉ
5. ତ‌ତେ ନ ପଚାରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର