ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଆଖି ଖୋଲିଲେ ତୁ ତୁ ହି ତୁ

Image result for odia film aakhi kholile tu tu hi tu

ନିର୍ଦ୍ଦେଶକ:ସରୋଜ ମହାପାତ୍ର
ପ୍ରଯୋଜକ: ସଞ୍ଜୟ କୁମାର ଚୌଧୁରୀ
ସଂଳାପ: ଅମରେଶ
ପଟ୍ଟକଥା: ସରୋଜ
କଳାକାର: ଦୀପକ ବାରିକ, ସୂର୍ଯ୍ୟମୟୀ, ନମ୍ରତା, ମିହିର ଦାସ, ବିଜୟ ମହାନ୍ତି, ଅପରାଜିତା, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ବିକାଶ ଦାସ
ଗୀତ: ବାପୁ ଗୋସ୍ୱାମୀ
କଣ୍ଠ: ଉଦିତ ନାରାୟଣ, ବିନୋଦ ରାଠୋଡ, ପାମେଲା ଜୈନ୍, ଅନ୍ତରା ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୭ ମାର୍ଚ୍ଚ ୨୦୧୭

 ଅଭିନୟ

  • ଦୀପକ ବାରିକ
  • ସୂର୍ଯ୍ୟମୟୀ
  • ନମ୍ରତା
  • ମିହିର ଦାସ
  • ବିଜୟ ମହାନ୍ତି
  • ଅପରାଜିତା ମହାନ୍ତି
  • ମୀନକେତନ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଯୋଗେଶ୍
  • ଲିୟା
 

ଗୀତ

1. ଆଖି ଖୋଲିଲେ ତୁ ତୁ ହି ତୁ
2. ତୁ ମୋର କ'ଣ ହେବୁ
3. ଜୟ ଗଣେଶ
4. ବ‌ହୁତ ଭଲ ହେଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର