ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅଭୟ

Image result for odia movie abhaya

ନିର୍ଦ୍ଦେଶକ:ମୂରଲୀ କ୍ରିଷ୍ଣା
ପ୍ରଯୋଜକ: ତରଙ୍ଗ ସିନେ ପ୍ରଡକ୍ସନ୍
ସଂଳାପ: ସନ୍ତୋଷ ନାରାୟଣ ଦାଶ
ଚିତ୍ରନାଟ୍ୟ: ଦେବୀଦତ୍ତ ମହାନ୍ତି
କଳାକାର: ଅନୁଭବ, ଏଲିନା, ମନୋଜ ମିଶ୍ର, ମିହିର ଦାସ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ପ୍ରେମ ଆନନ୍ଦ
କଣ୍ଠ: ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା ଦାଶ
ଚିତ୍ରଗ୍ରହଣ: ଅମିତ ନାୟକ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୧୭

ଅଭିନୟ

  • ଅନୁଭବ ମହାନ୍ତି
  • ଏଲିନା ସାମନ୍ତରାୟ
  • ମନୋଜ ମିଶ୍ର
  • ମିହିର ଦାସ
  • ଅଶ୍ରୁମୋଚନ ମହାନ୍ତି
  • ଅନିତା ଦାସ
  • ପ୍ରତିଭା ପଣ୍ଡା
  • ସରୋଜ ଦାସ
  • କାଳିଆ
  • ଶଙ୍କର

ଗୀତ

1. କୋଉଠି ଅଛୁ
2. ରବା ରବା
3. ଗଜଲ ଗଜଲ
4. ତୁ ମୋର କିଏ କି
5. ଅଭୟ

Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର