ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

୨୦୧୪ ଫିଅର ଅଫ ଦ ଇଅର

Image result for odia movie 2014 fear of the year

ନିର୍ଦ୍ଦେଶକ:ପ୍ରଦୀପ ଦାସ, ତାପସ ଜେନା
ପ୍ରଯୋଜକ: ପ୍ରଦୀପ କୁମାର ଏରା
ସଂଳାପ: ବିଜୟ ରାଉଳ
ଚିତ୍ରନାଟ୍ୟ: ପ୍ରଦୀପ ଦାସ, ତାପସ ଜେନା
କାହାଣୀ: ପ୍ରଦୀପ ଦାସ, ତାପସ ଜେନା
କଳାକାର: ସମ୍ୱିତ, ଦୁଷ୍ମନ୍ତ, ମୌସୁମୀ ନାୟକ, ଏଲି ପାଢ଼ୀ, କେ କେ ରାକେଶ, ସ୍ନେହା, ମୁସ୍କାନ୍, ଦିପୀକା
ସଙ୍ଗୀତ: ଶ୍ୟାମ୍ ପ୍ରସନ୍
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ରାଜେଶ ଦାସ
ମୁକ୍ତିଲାଭ ତାରିଖ:
୧୧ ଜୁଲାଇ ୨୦୧୪

ଅଭିନୟ

  • ସମ୍ୱିତ ଆଚାର୍ଯ୍ୟ
  • ଦୁଷ୍ମନ୍ତ ପଣ୍ଡା
  • ମୌସୁମୀ ନାୟକ
  • ଏଲି ପାଢ଼ୀ
  • କେ କେ ରାକେଶ
  • ସ୍ନେହା
  • ମୁସ୍କାନ୍
  • ଦିପୀକା ତ୍ରିପାଠୀ

ଗୀତ

1. ପାର୍ଟି ସଙ୍ଗ୍
2. ଜୋର୍ ଲଗାକେ ବୋଲା ତୁ ହାପି ନିୟୁ ଇଅର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର